STORYMIRROR
ହିମଗିରି ଚଢ଼େ...
ହିମଗିରି ଚଢ଼େ...
ହିମଗିରି ଚଢ଼େ...
“
ହିମଗିରି ଚଢ଼େ ଶୀତୁଆ ସକାଳେ
ଶିହରୀ ଉଠଇ ମୋହରି ପଦ
ତଥାପି ମୁଁ ପ୍ରିୟା ଲଙ୍ଘେ ହିମଗିରି
ଶୁଣେ ଯେବେ ତୁମ ପଦ ପୟର ନାଦ।
✍️ଶାନ୍ତନୁ ଭୋଇ
”
148
More oriya quote from Shantanu Bhoi
Similar oriya quote from Abstract
Download StoryMirror App