STORYMIRROR
ଜଙ୍ଗଲ ମଧ୍ୟରେ...
ଜଙ୍ଗଲ ମଧ୍ୟରେ...
ଜଙ୍ଗଲ...
“
ଜଙ୍ଗଲ ମଧ୍ୟରେ କସ୍ତୁରୀ ମୃଗ,କସ୍ତୁରୀର ସୁଗନ୍ଧ କୋଉଠୁ ଆସୁଛି ବୋଲି ଖୋଜିବୁଲେ କିନ୍ତୁ ସେ ଜାଣିପାରେ ନାହିଁ ଯେ ସେହି କସ୍ତୁରୀର ସୁଗନ୍ଧ ତାର ନିଜ ନାଭିରୁ ହିଁ ଆସୁଛି ।
ଠିକ ସେହିପରି ଏ ସଂସାରରେ ମାନବ ସୁଖ ଖୋଜିବୁଲେ କିନ୍ତୁ ସେ ଜାଣି ପାରୁନି ଯେ ସେହି ସୁଖ ତାର ନିଜ ଅନ୍ତରରେ ହିଁ ଲୁଚିକି ରହିଛି
”
193
More oriya quote from dhiresh kumar meher
Similar oriya quote from Abstract
Download StoryMirror App