STORYMIRROR
ଜୀଵନ...
ଜୀଵନ ସାଗରେ ତୁମେ...
ଜୀଵନ ସାଗରେ...
“
ଜୀଵନ ସାଗରେ ତୁମେ ମିଠା ତରଙ୍ଗ
ହୃଦୟ କାଗଜେ ମୋର ଅଭୁଲା ରଙ୍ଗ
ଆସୁ ବୈଶାଖ ଆସୁ ବସନ୍ତ
ଦୁଃଖ ଅମା ଅନ୍ଧାରେ ଵି
ତୁ ମେ ମୋ ସୁଖ ର ନିଦ
ଭୁଲି ଯିବି କେମିତି କହ ସାଥି ତତେ
ହୃଦୟ ବିନା ଶରୀର କଣ ସମ୍ଭବ ?
”
95
More oriya quote from Rupa Nayak
Similar oriya quote from Abstract
Download StoryMirror App