STORYMIRROR

ଜୀବନରେ...

ଜୀବନରେ କେବେବି ଅସଫଳ ହେଲାପରେ ହାର୍ ମାନିଯିବାଟା ଉଚିତ୍ ନୁହଁ । କାରଣ ସମୟ ବଦଳୁଛି କିଏ ଜାଣେ ସେଇ ଅସଫଳତା ଦିନେ ସଫଳତାରେ ପରିଣତ ହୋଇଯିବ।

By Mithun Sahu
 85


More oriya quote from Mithun Sahu
0 Likes   0 Comments

Similar oriya quote from Abstract