STORYMIRROR
ଜୀବନର ...
ଜୀବନର ଚଲାପଥରେ...
ଜୀବନର ...
“
ଜୀବନର ଚଲାପଥରେ ସବୁଠି ତତଲା ବାଲି
ସବୁଠି ଆବଡା ଖାବଡା ରାସ୍ତା
ତୁମ ପାଖକୁ ନିବାର ପଥ ଦିସୁନି।
ତଥାପି ଚାଲିବି ପ୍ରଭୁ ଏକାଏକl
ତୁମ ସହ ସମ୍ପର୍କ ଟl ସତ ।
ବାକି ସବୁ ମିଛ।
”
115
More oriya quote from Reeta aparajeeta Mohanty
Similar oriya quote from Abstract
Download StoryMirror App