STORYMIRROR
ଜୀବନ ସାଗରେ...
ଜୀବନ ସାଗରେ...
ଜୀବନ ସାଗରେ...
“
ଜୀବନ ସାଗରେ ଆସିଥିଲ ସାଥି ଜଳ ତରଙ୍ଗଟେ ହୋଇ,
ସିକତା ରାଶିରେ ତୋଳିଲ ସଉଧ ସମ୍ପର୍କର ନାମ ଦେଇ
ଇନ୍ଦ୍ରଧନୁ ରଙ୍ଗେ ରଂଜାଇଲ ସଖି ସୌଧ ଆମ ସେ ସୁନ୍ଦର,
ସମୟର ଢେଉ ମାଡିତ ଆସିଲା ବିସ୍ତାରି କାୟା ତାହାର
ସମ୍ପର୍କ ସଉଧ ଧୂଳିସାତ କଲା ଅଚାନକେ ଚାହୁଁ ଚାହୁଁ ,
ଛିଡିଗଲା ସବୁ ସମ୍ପର୍କର ଡୋରି ପାଏନା ତୁମକୁ ଆଉ
”
193
More oriya quote from Omprakash Biswal
Similar oriya quote from Abstract
Download StoryMirror App