STORYMIRROR

ଜୀବନ ମୋ...

ଜୀବନ ମୋ ଦରପୋଡ଼ା ଖଣ୍ଡିଏ ସଳିତା, ଜୀବକ ତା ଅାଞ୍ଜୁଳାଏ ତେଲ; ଜଳି ଯାଏ ମନଭରି ଲିଭିବା ଆଗରୁ, ଦେଇଯାଏ ଜନମର ମୂଲ।।

By Fransis Satapathy
 76