STORYMIRROR
ଈଶ୍ୱର...
ଈଶ୍ୱର ଏକ ପ୍ରତିମା...
ଈଶ୍ୱର ଏକ...
“
ଈଶ୍ୱର ଏକ ପ୍ରତିମା ନୁହନ୍ତି
ଈଶ୍ୱର ଧର୍ମ ର ଅନୁବନ୍ଧିତ
ଏକ ଆବରଣ ନୁହନ୍ତି
ହୃଦୟ ର ଧାରତଳାରେ
ଶ୍ରଦ୍ଧା ଓ ବିଶ୍ୱାସ
ସ୍ନେହ ଓ ପ୍ରେମ ,କରୁଣା
ର ଜଳୁଥିବା ଏକ ଅଖଣ୍ଡ ଜ୍ୟୋତି ଅଟନ୍ତି
”
139
More oriya quote from Rupa Nayak
Similar oriya quote from Abstract
Download StoryMirror App