STORYMIRROR
ଇଚ୍ଛା ତ ଅନେକ...
ଇଚ୍ଛା ତ ଅନେକ...
ଇଚ୍ଛା ତ...
“
ଇଚ୍ଛା ତ ଅନେକ ହୃଦୟରେ ମୋର ଶୁଣ ପ୍ରଭୁ ଜଗନ୍ନାଥ
ସଂସାରରେ କେହି ନରହୁ ଦୁର୍ବଳ, ନହେଉ କେହି ଉତ୍ପାତ।
ଲୋପ ପାଇଯାଉ କର୍କଟ ଆଉ ଏଡ୍ସ ଭଳି ମହାମାରୀ
ମୈତ୍ରୀ ପ୍ରୀତିରେ, ଶାନ୍ତି, ତୃପ୍ତିରେ ଏ ସଂସାର ଉଠୁ ପୂରି।
****************************************
#ସସ୍ମିତା ଚୌଧୁରୀ
ତା31/12/2019
”
90
More oriya quote from Sasmita Choudhury
Similar oriya quote from Abstract
Download StoryMirror App