STORYMIRROR

ହେ ସମୁଦ୍ର...

ହେ ସମୁଦ୍ର ତୁମେ ସତରେ କ'ଣ ଛୁଇଁପାର ମୋ ପ୍ରଗାଢ ନିରବତାକୁ। ମୁଁ କିନ୍ତୁ, ନିତି ଛୁଏଁ ତୁମ ଗର୍ଜ୍ଜନ ତାକୁ ଲହଡି ଉପରେ ନିରୀହ ପାଦ ହଳେକୁ ଥାପି, ସକାଳ ଠୁ ସଞ୍ଜ ଯାଏ।।

By Chinmay Barik
 58