STORYMIRROR
ଗୁରୁ...
ଗୁରୁ ମୋର ମାତା ...
ଗୁରୁ ମୋର...
“
ଗୁରୁ ମୋର ମାତା ଗୁରୁ ମୋର ପିତା
ଗୁରୁ ହିଁ ଦେବତା ମୋର
ତାଙ୍କରି ଆଶିଷ ମୋହରି ଉପରେ
ବେଳ ଅବେଳରେ
ରହିଥାଉ ନିରନ୍ତର ।"
”
40
More oriya quote from JitendraNath Gahir
Similar oriya quote from Abstract
Download StoryMirror App