STORYMIRROR
ଏଇ...
ଏଇ ଜୀବନ ଜୀଇଁବାକୁ...
ଏଇ ଜୀବନ...
“
ଏଇ ଜୀବନ ଜୀଇଁବାକୁ ହେଲେ ପ୍ରତି ସମୟ ରେ ସଙ୍ଘର୍ଷ କରିବାକୁ ପଡିଥାଏ। ତେବେ ସିନା ତୁମ ଲକ୍ଷ୍ୟ ପଥ ସୁଗମ ହେବ। ସେ ମଣିଷ ହେଉ ବା ପ୍ରାଣୀ ସଭିଙ୍କୁ ନିଜ ଜୀବନକୁ ଭଲ ଭାବରେ କାଟିବା ପାଇଁ ସଙ୍ଘର୍ଷ କରିବାକୁ ପଡେ। ଯିଏ କରେନି ସେ ହାରିଯାଏ। ସଙ୍ଘର୍ଷ ହିଁ ସଫଳତା ର ମୂଳ ମନ୍ତ୍ର। ଲେଖିକା ରୀତା ଅପରlଜିତ
”
193
More oriya quote from Reeta aparajeeta Mohanty
Similar oriya quote from Abstract
Download StoryMirror App