STORYMIRROR
ଏ ଜୀବନ ବହୁତି...
ଏ ଜୀବନ ବହୁତି...
ଏ ଜୀବନ...
“
ଏ ଜୀବନ ବହୁତି ରହସ୍ୟ ମୟ
ଯେତିକି ସୁନ୍ଦର ସେତେ ଲୋଭନୀୟ
ଏନ୍ତୁଡ଼ି ନିଆଁରୁ ମଶାଣୀ ନିଆଁ ଯାଏ
ଅହରହ କରିଥାଉ ଅଭିନୟ
ସୁଖ ସାଉଁଟାରେ ସଦା ଲୟ
ସାନ୍ଧ୍ୟ ଘଣ୍ଟା ବାଜିବା ପୂର୍ବରୁ
ନ କର ନକର ସମୟ ଅପଚୟ।
”
148
More oriya quote from Satyabati Swain
Similar oriya quote from Abstract
Download StoryMirror App