STORYMIRROR
ଦିନସାରା...
ଦିନସାରା ଥକା ହୋଇ...
ଦିନସାରା ଥକା...
“
ଦିନସାରା ଥକା ହୋଇ ଆସିଲା ପରେ ଶାନ୍ତିରେ ଯେଉଁଠି ଆରାମ କରିବାକୁ ଇଚ୍ଛା ହୁଏ ସାଧାରଣ ହୋଟେଲ କିମ୍ବା ପଞ୍ଚତାରକାରେ ରହିବା ଖାଇବା ପରେ ମାଆ ଭଉଣୀ ସ୍ତ୍ରୀ ହାତରୁ ପଖାଳ ହେଉ କିମ୍ବା ଘିଅ ଭାତ ଦୁଇ ମୁଠା ଖାଇ ଶାନ୍ତିରେ ଟିକେ ଶୋଇବାକୁ ଇଚ୍ଛା ହୁଏ ତାହାହିଁ ଘର l
”
194
More oriya quote from Sukanti Hotta
Similar oriya quote from Abstract
Download StoryMirror App