STORYMIRROR
ଦୀପଶିଖା...
ଦୀପଶିଖା ନିଜେ ଜଳି...
ଦୀପଶିଖା...
“
ଦୀପଶିଖା ନିଜେ ଜଳି ଜଗତପାଇଁ ଯେପରି ଆଲୋକ ଦେଉଛି ଠିକ୍ ସେହିପରି ନିଜ ନିଜ ମନ ଭିତର ଅହଁକାର,କ୍ରୋଧ ,ହିିଂସାକୁ ନିଜେ ଜାଳି ପୋଡି ନଷ୍ଟ କରି ଶାନ୍ତିର ବହ୍ନି ପ୍ରଜ୍ବଜିତ କରି ପରଷ୍ପର ଭିତରେ ପ୍ରେମର ଭାବ ରଖି ନିଜ ମନର ଅନ୍ଧକାର ଦୂରିଭୂତ କଲେ ଏ ବିଶ୍ବରେ ସମସ୍ତଙ୍କର ମଙ୍ଗଳ ହେବ ଏବଂ ଜଗତ ଆଲୋକିତ ହୋଇ ଉଠିଵ।
ଡଃ ଝରଣା ଶତପଥୀ
”
143
More oriya quote from Dr Jharana Satapathy
Similar oriya quote from Abstract
Download StoryMirror App