STORYMIRROR
ଧନ ବିନା କାହା...
ଧନ ବିନା କାହା...
ଧନ ବିନା...
“
ଧନ ବିନା କାହା ଜୀବନ ଉଜୁଡେ
ଧନ ବି ଉଜାଡେ କାହାକୁ,
ଧନ କିଣି ପାରେ ମହାର୍ଘ ପଲଙ୍କ
କିଣି ପାରେନା ସେ ନିଦକୁ।
********************
#ସସ୍ମିତା ଚୌଧୁରୀ
ତା19/12 /2019
”
74
More oriya quote from Sasmita Choudhury
Similar oriya quote from Abstract
Download StoryMirror App