STORYMIRROR

ଚିର ସୁନ୍ଦର...

ଚିର ସୁନ୍ଦର ଶାଶ୍ଵତ ନିବିଡ଼ ବନ୍ଧନ ଅନାବିଳ ଭାବନା ଦୁଇଟି ମନ ହୃଦୟର ମିଳନ। କେବେ ରାଗ ଋଷା ଅଭିମାନ ତ କେବେ ସ୍ୱର୍ଗୀୟ ସୁଖର ସମ୍ଭାର୍ ।ଟିକିଏ ଅନୁପସ୍ଥତିରେ ବିଚଳିତ ନୟନର ଅଶ୍ରୁ ତ ପୁଣି ଉପସ୍ଥିତିରେ ସ୍ଵର୍ଗର ନନ୍ଦନକାନନ । ଦିଗନ୍ତ ବିସ୍ତାରି ପବିତ୍ର ସମ୍ପର୍କ ମହକି ଉଠେ କହିଦିଏ ପ୍ରେମ।..ଆଶିଷ

By Ashis Kumar Swain
 263


More oriya quote from Ashis Kumar Swain
0 Likes   0 Comments
1 Likes   0 Comments
3 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract