STORYMIRROR
ଛୋଟ...
ଛୋଟ ବେଳେ ସାଙ୍ଗ...
ଛୋଟ ବେଳେ...
“
ଛୋଟ ବେଳେ ସାଙ୍ଗ ମାନେ କହୁଥିଲେ
ତୁ ଭୟ କରୁଛୁ
ଏବେ ଅନ୍ୟମାନେ ଦର୍ଶଉଛନ୍ତି
ତୁମେ ଭୟ କରୁଛ
ଭୟ ତା ଯାଗାରେ ଅଛି
ଯେମିତି ଥିଲା ଠିକ୍ ସେମିତି
ହେଲେ ତା ମାନ ବଦଳି ଯାଇଛି ଯାହା
”
139
More oriya quote from Parameswar Ojha
Similar oriya quote from Abstract
Download StoryMirror App