STORYMIRROR
ବୋଉ...
ବୋଉ ମୋର କହେ ଶତ...
ବୋଉ ମୋର କହେ...
“
ବୋଉ ମୋର କହେ ଶତ ଶାସ୍ତ୍ର ପଢ଼ି ନାହିଁ ଲାଭ
ଯେବେ ଉଚ୍ଚାରଣ ଆଚରଣ ନକରିଛ ତୁମେ ଶୁଦ୍ଧ।
ଆଚରଣେ ଉଚ୍ଚାରଣେ ଯେ ଜନର ମନ ଅଟଇ ଶୁଦ୍ଧ
ବିଚାରଣେ ଜଗତ ବୋଲଇ ସେଇ ଏକା ପଣ୍ଡିତ ଜାଣ।
💕💕ଅନ୍ନପୂର୍ଣ୍ଣା ଭଟ୍ଟ 💕💕
”
72
More oriya quote from Annapurna Bhatta
Similar oriya quote from Abstract
Download StoryMirror App