STORYMIRROR

ବନ୍ଧୁତା ବିଶ୍...

“ ବନ୍ଧୁତା ବିଶ୍ବାସର ମୂଳଦୁଆ ଉପରେ ଗଢିଛି ସଂପର୍କର ସୌଧଟିଏ ସ୍ନେହ ପ୍ରୀତିକୁ ଆଶ୍ରା କରି ତୁମ ପାଇଛି ଜିଇଁବାର ରାହାଟିଏ ଜୀବନ ଆକାଶରେ ମୋର ସାଜି ପୂର୍ଣ୍ଣିମାର ଉଜ୍ଜ୍ବଳ ଇନ୍ଦୁଟିଏ ଦୁଃଖ ତମସା ଦୂରେଇ ଦେଇଛ ତୁମେତ ମୋର ପ୍ରିୟ ବନ୍ଧୁଟିଏ॥👭 ”

By NIBEDITA MOHAPATRA
 221


More oriya quote from NIBEDITA MOHAPATRA
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract