STORYMIRROR
ଭାଇ/ଭଉଣୀ
ଧରା...
ଭାଇ/ଭଉଣୀ
ଧରା...
ଭାଇ/ଭଉଣୀ
ଧରା...
“
ଭାଇ/ଭଉଣୀ
ଧରା ବକ୍ଷେ ରହିଛି କେତେ ସଂପର୍କ
ଅନେକ ତା ପରିଭାଷା
ସବୁଠୁ ମଧୁର ଲାଗଇ ନିଜର
ଭାଇ ଭଉଣୀ ମମତା।
ସୂକ୍ଷ୍ମ ସୂତାର ରେଶମୀ ଡୋରିଟିଏ
ବାନ୍ଧି ଦେଲେ ଭାଇ ହାତେ
ସୁରକ୍ଷା କବଚ ହୋଇ ସବୁଦିନ
ରହେ ଭଉଣୀର ସାଥେ॥👫
”
116
More oriya quote from NIBEDITA MOHAPATRA
Similar oriya quote from Abstract
Download StoryMirror App