STORYMIRROR
ବିରହର...
ବିରହର ଅଶ୍ରୁ ନୟନେ...
ବିରହର ଅଶ୍ରୁ...
“
ବିରହର ଅଶ୍ରୁ ନୟନେ ଲୋଟୁଛି
ସଂପର୍କ ଭିଡରେ ନିଜସ୍ୱକୁ ବଳି ଦେଇ
ହୃଦଜଳା ପ୍ରେମର ସଳିତା,
ବିନା ଅର୍ଘ୍ୟରେ ବି ହୁତୁ ହୁତୁ ଜଳୁଛି
ଆହାଃ ! ସେ ଅନ୍ତଃଜଳା ଲୋତକ କି ଓଷ୍ଠ ପିଇ ପାରୁଛି।
”
131
More oriya quote from Purnima Sahoo
Similar oriya quote from Abstract
Download StoryMirror App