STORYMIRROR

ଭକ୍ତିର...

ଭକ୍ତିର ସ୍ଵରୁପ ଲହୁଣି ପରି ଅର୍ଥାତ୍ କର୍ମ ରୂପୀ ଦଣ୍ଡ ସାହାଯ୍ୟରେ ଜ୍ଞାନ ରୂପୀ ଦଧିହାଣ୍ଡିକୁ ପବିତ୍ର ମନରୂପୀ ରଜ୍ଜୁରେ ବାନ୍ଧି ଉପଯୁକ୍ତ ବିଧି ବିଧାନରେ ମନ୍ଥନ କରିବା ଦ୍ୱାରା ଭକ୍ତିଟି ଲହୁଣିର ରୂପ ନେଇ ଉଦଭାସିତ ହୋଇଉଠେ ll

By Dhirendra Behera
 33


More oriya quote from Dhirendra Behera
1 Likes   1 Comments

Similar oriya quote from Abstract