STORYMIRROR
ବହି...
ବହି ପରି ଭଲ ସାଥୀ...
ବହି ପରି ଭଲ...
“
ବହି ପରି ଭଲ ସାଥୀ କେ ନାହିଁ। ସେ ମତେ ଜ୍ଞାନ ର ଆଧାର ଦେଇଛି। ବହି ମତେ ମଣିଷ ପରି ମଣିଷ କରିଛି। ମୋ ପ୍ରିୟ ବହି ଭଗବତ ଗୀତା। ସେଥିରେ ଆମ ଜୀବନର କର୍ମ ଓ ଧର୍ମ ଉଭୟ ବିଷୟରେ ସ୍ୱୟଂ ଭଗବାନ କହିଛନ୍ତି। ଲେଖିକା ରୀତା
”
203
More oriya quote from Reeta aparajeeta Mohanty
Similar oriya quote from Abstract
Download StoryMirror App