STORYMIRROR

ଭଗବାନଙ୍କ...

ଭଗବାନଙ୍କ ଆଶୀର୍ବାଦ ନିଜ ରୂପପରିବର୍ତ୍ତନ କରି ଆପଣଙ୍କ ପାଖକୁ ଆସେ,କେବେ ସାମାଜିକ ଦୁରତା ତ' ଆଉ କେବେ ନାଶାରେ ମୁଖା ହୋଇ।କେବେ ସଙ୍ଗରୋଧ ତ ଆଉ କେବେ ଶ୍ରୀୟାଚଣ୍ଡାଳୁଣୀର ସଫାସୁତୁରା ଭିତରେ।ପ୍ରଭୁଙ୍କ ଏହି ଅମୂଲ୍ୟ କୃପା ଆପଣ ଆପଣେଇ ନେବେ କି ପ୍ରତ୍ୟାଖ୍ୟାନ କରିବେ, ତାହା ଆପଣଙ୍କ ଉପରେ ନିର୍ଭର କରେ।5

By Santanu Bisoi
 44


More oriya quote from Santanu Bisoi
0 Likes   0 Comments
0 Likes   0 Comments
1 Likes   0 Comments
0 Likes   0 Comments

Similar oriya quote from Abstract