STORYMIRROR
ଭୋକିଲା...
ଭୋକିଲା ହିଁ ଜାଣେ...
ଭୋକିଲା ହିଁ...
“
ଭୋକିଲା ହିଁ ଜାଣେ ଭୋକର କଷ୍ଟ କଣ ! ମୁଠାଏ ଦାନାପାଇଁ ଅବିରତ ସଂଗ୍ରାମ। ମୁଠାଏ ଦାନା ପାଇଁ ମା ମଧ୍ୟ ଛୁଆକୁ ବିକ୍ରି କରିବାକୁ ପଛାଏ ନାହିଁ।ଏ ପେଟ ପାଇଁ ସବୁ ନାଟ। ଭୋକ ପାଇଁ ସବୁ ଏଠି ଡହଳବିକଳ।ଅହରହ ସଂଗ୍ରାମ ପ୍ରାଣି ଜଗତଠୁ ମଣିଷ ଯାଏଁ।
”
224
More oriya quote from Dr Jharana Satapathy
Similar oriya quote from Abstract
Download StoryMirror App