STORYMIRROR

ଭାଇ/ଭଉଣୀ ଧରା...

ଭାଇ/ଭଉଣୀ ଧରା ବକ୍ଷେ ରହିଛି କେତେ ସଂପର୍କ ଅନେକ ତା ପରିଭାଷା ସବୁଠୁ ମଧୁର ଲାଗଇ ନିଜର ଭାଇ ଭଉଣୀ ମମତା। ସୂକ୍ଷ୍ମ ସୂତାର ରେଶମୀ ଡୋରିଟିଏ ବାନ୍ଧି ଦେଲେ ଭାଇ ହାତେ ସୁରକ୍ଷା କବଚ ହୋଇ ସବୁଦିନ ରହେ ଭଉଣୀର ସାଥେ॥👭

By NIBEDITA MOHAPATRA
 57


More oriya quote from NIBEDITA MOHAPATRA
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract