STORYMIRROR

ବେଳେ ବେଳେ...

ବେଳେ ବେଳେ ତୁମେ ମଜାରେ ମଜାରେ କହୁଥିବ କଥା ଗୁଡିକ ବି ଅନ୍ୟକୁ ଆଘାତ ଦେଇପାରେ l ତେଣୁ କିଛି କହିବା ପୂର୍ବରୁ ସ୍ଥାନ,କାଳ,ପାତ୍ର ଇତ୍ୟାଦି ଉପରେ ଧ୍ୟାନ ଦେବା ଉଚିତ l

By Prasant Kumar Nath
 73