STORYMIRROR
ବାରମ୍...
ବାରମ୍ବାର ପଡି...
ବାରମ୍ବାର...
“
ବାରମ୍ବାର ପଡି ଉଠି ଚାଲୁଥାଏ
ଶିଶୁର ପ୍ରୟାସ ତଥାପି ରହଇ ଜାରି,
ସଫଳ ହେବାକୁ ଚାହୁଁ ଥାଅ ଯେବେ
ବିଫଳକୁ ମଣ ନିଜର ଶିକ୍ଷକ ପରି।
***************************
#ସସ୍ମିତା ଚୌଧୁରୀ
ତା 24/12/2019
”
49
More oriya quote from Sasmita Choudhury
Similar oriya quote from Abstract
Download StoryMirror App