STORYMIRROR

ବାପା ହାତ...

ବାପା ହାତ ଯଦି ମୁଣ୍ଡରେ ଥାଏ ଲୋଡା ହୁଏ ନାହିଁ ଛତା ଆକାଶ ବୁକୁରୁ ଶୂନ୍ୟ ମାଟି ଯାଏ ସବୁଠି ମିଳଇ ତାଙ୍କର ଅନନ୍ତ ସତ୍ତା । ମମତା ମଞ୍ଜରୀ ଦାସ ,କଟକ

By Mamatamanjari Das
 155


More oriya quote from Mamatamanjari Das
1 Likes   1 Comments
9 Likes   1 Comments
20 Likes   0 Comments
15 Likes   0 Comments
13 Likes   0 Comments

Similar oriya quote from Abstract