STORYMIRROR
ଅନୁଭବ...
ଅନୁଭବ ରାଶି ଯେବେ...
ଅନୁଭବ ରାଶି...
“
ଅନୁଭବ ରାଶି ଯେବେ
ପାଲଟନ୍ତି ଜୀବନର
ଅଭିଜ୍ଞ ଶିକ୍ଷକ,
ବଢୁଥିବା ପ୍ରତିଟି ପାଦରେ
ପଡେ ଯେବେ
ଅତୀତର ଚାପ
ସେଠି ସବୁ ଅନୁଭବ ନେଇଯାନ୍ତି
ଅନୁଭୂତି ରୂପ।
********************
#ସସ୍ମିତା ଚୌଧୁରୀ
ତା 28 /12 /2019
”
67
More oriya quote from Sasmita Choudhury
Similar oriya quote from Abstract
Download StoryMirror App