STORYMIRROR
ଅନେକ...
ଅନେକ ପ୍ରୟାସ ଆଉ...
ଅନେକ ପ୍ରୟାସ...
“
ଅନେକ ପ୍ରୟାସ ଆଉ ଅନେକ ଅପେକ୍ଷାର ଘଟେ ଅନ୍ତ ।
ଗୋଟେ ଅଙ୍କୁରୋଦିତ ଚାରା ଯେବେ ଦେଖେ ନୂତନ ଦିଗନ୍ତ ।।
ଧରାର କଠୋରତାକୁ ଭାଙ୍ଗି ଯେବେ ସେ ପାଏ ଆଲୋକର ରଶ୍ମୀ ।
ପରିବେଷର ଆଦର ସତ୍କାରରେ ହୁଏ ସେ ଅନୁପ୍ରାଣିତ
ଆଉ ପାଏ ଅନେକ ଆଶା ଆଉ ଆକାଂକ୍ଷାର ଅନୁପ୍ରେରିତ ରଶ୍ମୀ ।।
”
35
More oriya quote from Jyoti Prakash Sahoo
Similar oriya quote from Abstract
Download StoryMirror App