STORYMIRROR
ଅମା ଅନ୍ଧାରର...
ଅମା ଅନ୍ଧାରର...
ଅମା ଅନ୍ଧାରର...
“
ଅମା ଅନ୍ଧାରର ମୁକୁଳା କେଶକୁ
ଲାଗୁଥାଏ ଭାରି ଡର...!!
ଗ୍ରାସିଯିବ ସତେ ଏହି କ୍ଷଣି ମୋତେ
ରହିବିନି ହୋଇ, ମୋର।।
”
105
More oriya quote from Snehalata Pati
Similar oriya quote from Abstract
Download StoryMirror App