Snehalata Pati

74
Posts
0
Followers
1
Following

I'm Snehalata and I love to read StoryMirror contents.

Share with friends

ସ୍ୱର୍ଗଠୁ ଯାହାର ବିଶାଳ ହୃଦୟ ହୋଇପାରେ ଜଳବିନ୍ଦୁ .... କାନ୍ଦେ ମିଶାଇ ତୁ'ନିଜ କାନ୍ଧ ଥରେ ହୋଇଯା, ବୃଦ୍ଧରେ ବନ୍ଧୁ।।

ସନ୍ତାନର ସୁଖ ....ଜାହାପାଇ ସବୁ ଏମିତି ଦେବତା କାହିଁ ...!!! ନ'ମାଗିଲେ ମିଳେ ସରଗର ଚାନ୍ଦ ସେହି ,ଚଳନ୍ତି ପ୍ରତିମା ପାଇଁ।।

ହାତଧରି ଯା'ର ବାଟ ଆମେ ଚାଲୁ ମଣିଷ ହାଟ ର ଭିଡ଼େ !! ଶୂନ୍ୟ ପକେଟର ଆଭାସ ମିଳେନି ପିତୃତ୍ୱ ସ୍ନେହଁ ର ନିଡେ।।

ଲୋଡ଼ା ନାହିଁ ମୋର ହସ୍ତିନା ଭୁବନ ଲୋଡ଼ା ନାହିଁ ଆଉ କିଛି ଯାହା ମୁଁ ଅର୍ଜିଛି ପିତୃ ପାଦ ସେବୀ ମୋ'ଠାରୁ ଧନିକେ ଅଛି ??।।

ସବୁ ଦୁଃସାହସ କୁ... ସାହସ ମୋ' ବାପା ସୁରକ୍ଷା ବଳୟ ଛାତି..... ନନ୍ଦିଘୋଷ ରଥେ....ମୁଁ ଜଗନ୍ନାଥ ହେଲେ ବାପା, ସେ ରଥେ ସାରଥୀ।।

ସଂସାର ଯାକର ସୁଖ ଦେବା ଲାଗି ଯେ'ହସି ପିଉଥାନ୍ତୁ ଲୁହ...!! ନିରବ ବାପାର ଗୁମୁରା କାନ୍ଦକୁ ବୁଝନ୍ତି କି' କେହି କୁହ ??।।

ବନ୍ଧୁ ସିନା ଜାଣେ ବନ୍ଧୁର ମହତ୍ତ ବନ୍ଧୁ ବିନା ଜୀବନର ନାହିଁ ଯେ, ଅସ୍ତିତ୍ୱ।

ଦଲକାଏ ପବନରେ ଯହିଁ ଦୋହଲିଯାଏ ଜୀବନ !!! କାହିଁକି କରୁଛ ବନ୍ଧୁ ?? ବୃଥା ପ୍ରହସନ ।।

ବୁଢା ବରଗଛ କହେ ତା'କାହାଣୀ ଯୁବା ବୟସର କଥା.... ପାଖେ ଥିଲେ ବନ୍ଧୁ, ଦୁଃଖ କିସ ଆଉ କୋଳେ ରଖି ତାର ମଥା ।।


Feed

Library

Write

Notification
Profile