STORYMIRROR
" ଆଉ...
" ଆଉ କ'ଣ ତୁମେ...
" ଆଉ କ'ଣ...
“
" ଆଉ କ'ଣ ତୁମେ ଆସିବ ଯେ
ମଳୟର ମଧୁ ବାସ୍ନାରେ
ଚନ୍ଦ୍ରମଲ୍ଲୀ ଫୁଟିବ ହୃଦୟେ !
ଜାଣିଛି, ତୁମେ ଆଉ ଆସିବନି
ଭୁଲ ବୁଝିବନି !
ମଳୟ କେଉଁ କାଳରୁ ତୁମଠାରୁ
ବାହୁଡି ଗଲାଣି ।"
-: ଡଃ ଶିବ ପ୍ରସାଦ ତ୍ରିପାଠୀ :-
”
267
More oriya quote from Dr. Shiba Prasad Tripathy
Similar oriya quote from Abstract
Download StoryMirror App