STORYMIRROR

ଆମକୁ...

“ ଆମକୁ ବଞ୍ଚିବା ଶିଖାଇଛି ,ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମ ସାଙ୍ଗରେ ରହିଛି,ଆମର ଖରାପ ଅପେକ୍ଷା ଭଲକୁ ଅଧିକ ଦେଖିଛି , ସାମାନ୍ୟ ଅସୁସ୍ଥ ହେଲେ ବିବ୍ରତ ହୋଇଛି,ଦୂରକୁ ଗଲେ ଠାକୁରଙ୍କ ପାଖରେ ଶୁଭମନାସୀଛି ,ସର୍ବୋପରି ଆମ ସଂକଟ ସମୟରେ ସାରା ସଂସାର ସାଙ୍ଗରେ ଲଢିବାକୁ ପ୍ରସ୍ତୁତ ହୋଇଯାଇଛି, ସେ ଆମ ପରିବାର ”

By Gangadhar Nanda
 83


More oriya quote from Gangadhar Nanda
18 Likes   0 Comments
13 Likes   0 Comments
0 Likes   0 Comments
1 Likes   0 Comments
0 Likes   0 Comments

Similar oriya quote from Abstract