STORYMIRROR

ଆଖିକୁ ଯେବେ...

ଆଖିକୁ ଯେବେ ପଚାରିଲି ତୁ କାହିଁକି ବାରମ୍ବାର କାନ୍ଦୁଛୁ ଏ ସମାଜ ମତେ କଣ କହିବ,ଆଖି କହିଲା ମୁଁ କଣ କରିବି ଯେ ହୃଦୟ କାନ୍ଦିଲା ବେଳେ ଲୁହ ଆସି ଯାଉଛି ଆଖିକୁ ,ତୁମେ କଣ ଜାଣିନ ହିମାଳୟ ରେ ବରଫ ତରଳି ଲେ ଗଙ୍ଗା ରେ ପାଣି ଆସେ ବୋଲି ସତ୍ୟବ୍ରତ ସେଠୀ

By Satyabrata sethi
 99


More oriya quote from Satyabrata sethi
0 Likes   0 Comments
2 Likes   0 Comments
0 Likes   0 Comments

Similar oriya quote from Abstract