ଏବେ ପ୍ରେମ ଫ୍ରେମ କିଛି ନାହିଁ ସିନ୍ଦୂର ସର୍ବସ୍ବ ତମାମ ମୂହୁର୍ତ୍ତ ଏବେ ପ୍ରେମ ଫ୍ରେମ କିଛି ନାହିଁ ସିନ୍ଦୂର ସର୍ବସ୍ବ ତମାମ ମୂହୁର୍ତ୍ତ
ସ୍ବଛତାର କଥା ସୁଖର ବାରତ୍ତା ସୁସ୍ଥ ରହିବାର ରାହା ସ୍ବଛତାର କଥା ସୁଖର ବାରତ୍ତା ସୁସ୍ଥ ରହିବାର ରାହା
ସାଙ୍ଗ ସାଥୀ ମେଳ ଆଉ ବିଦ୍ୟାଳୟ ସବୁ ବନ୍ଦ କରି ଘର କଣରେ ବସ। ସାଙ୍ଗ ସାଥୀ ମେଳ ଆଉ ବିଦ୍ୟାଳୟ ସବୁ ବନ୍ଦ କରି ଘର କଣରେ ବସ।
ସାଙ୍ଗଟା ମୋହର ଏଡ଼େ ବେଇମାନୀ ମନରେ ଥିଲା ତା ପାପ ସାଙ୍ଗଟା ମୋହର ଏଡ଼େ ବେଇମାନୀ ମନରେ ଥିଲା ତା ପାପ
କିଏବା ଜାଣିଛି କିଏସେ ଆଣିଛି କରୋଣାକୁ ତାର ସାଥେ ନେଇ ନିଜେତ ଜଳିବ ଅନ୍ୟକୁ ଜାଳିବ କିଏବା ଜାଣିଛି କିଏସେ ଆଣିଛି କରୋଣାକୁ ତାର ସାଥେ ନେଇ ନିଜେତ ଜଳିବ ଅନ୍ୟକୁ ଜାଳିବ
କାଳ ସାଥେ ଆଜି ଲଢୁଛି ଦେଶ କଟକଣାକୁ ତ ମାନିବା ଆସ ।। କାଳ ସାଥେ ଆଜି ଲଢୁଛି ଦେଶ କଟକଣାକୁ ତ ମାନିବା ଆସ ।।