ରାତିପାଇଁ ମୋର ସପନ ନଥିଲା ଲୋଡା ଚାହିଁ ମୁଁ ନଥିଲି ସକାଳକୁ ଫୁଲତୋଡା ରାତିପାଇଁ ମୋର ସପନ ନଥିଲା ଲୋଡା ଚାହିଁ ମୁଁ ନଥିଲି ସକାଳକୁ ଫୁଲତୋଡା
ଦେଇଥିଲା ଫୁଲତୋଡା ଫୁଲେଇ ପ୍ରେମିକା ଡାଏରୀରେ ସାଇତିଛି ପଡିନାହିଁ ଫିକା ॥ ଦେଇଥିଲା ଫୁଲତୋଡା ଫୁଲେଇ ପ୍ରେମିକା ଡାଏରୀରେ ସାଇତିଛି ପଡିନାହିଁ ଫିକା ॥
ଲୁହ ଲୁହ
ମୋର ଦୋଷାଦୋଷ କ୍ଷମା କରିଦେଇ ଦେଖାଇବ ବଡ଼ପଣ, ମୋର ଦୋଷାଦୋଷ କ୍ଷମା କରିଦେଇ ଦେଖାଇବ ବଡ଼ପଣ,
ଗୁରୁ ଦିବସରେ ନାନା ଉପହାର ମିଠାର ପୁଡ଼ିଆ ଏତେ, କଲମ ବସ୍ତାକୁ ବ୍ୟବହାର ପାଇଁ ଲାଗିବ ବରଷ କେତେ ! ଗୁରୁ ଦିବସରେ ନାନା ଉପହାର ମିଠାର ପୁଡ଼ିଆ ଏତେ, କଲମ ବସ୍ତାକୁ ବ୍ୟବହାର ପାଇଁ ଲାଗିବ ବରଷ କ...