STORYMIRROR

Bidyadhar Dalabehera

Others

3  

Bidyadhar Dalabehera

Others

ତୁମେ

ତୁମେ

1 min
149


ଦୂର ଦିଗ୍ ବଳୟରେ ମୋ ଅସରନ୍ତି ଆଶା

ପାଇକି ପାରିବି ତୁମରି ଭରସା

ଅନ୍ତେ ଅନ୍ତଖ୍ଯୟ ହୁଏ ଜୀଵଦଶା

ମରିଚିକା ଯେବେ ଉଭା ହୁଏ ସହସା।

ତପି ତପ କରେକି ଆଶା ରଖି ଫଳ

କିଶୋର ଯୌବନୁ ଭବ ମୋ ଉଛ୍ଛଳ

ତୁଷାର୍ତ୍ତ ସତେକି ପାଉଛି ଜଳ

ତୁମ ଉପସ୍ଥିତି ସତେ କୋୖତୁହଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍