STORYMIRROR

Bidyadhar Dalabehera

Others

3  

Bidyadhar Dalabehera

Others

ପ୍ରହରୀ

ପ୍ରହରୀ

1 min
480

ସାରଥି ସାଜି

ଯାଇଛି ମୁଁ ହଜି

ଅବ୍ଯକ୍ତ କଥାକୁ ହେଜି

ପାଉନି କାହାକୁ ଖୋଜି ।

କା ପାଇଁ ମନ ମୋ ଗୁମୁରି

କ୍ଳାନ୍ତ ଶରୀର ହୁଏ ଭାରି

ଶତବାର ଜାଗ୍ରତ ପ୍ରହରୀ

ଅନେକ ସମ୍ଭବରୁ ଯାଏ ହାରି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍