STORYMIRROR

Satyanarayan Sahoo ( Nitu )

Others

2  

Satyanarayan Sahoo ( Nitu )

Others

ତୁମେ

ତୁମେ

1 min
587




ତୁମେ ନୀଳ ରାତି, ନୀଳଜହ୍ନ - ପ୍ରୀତି

ନୀଳାଭ ସ୍ଵପ୍ନ ର ମୋହ...

ମଧୁର ନୀଡରେ ଅଧୀର ଚଞ୍ଚୁରେ

ଫଗୁଣର ଗୀତ ଗାଅ ll


ମୁଁ ନଷ୍ଟ, ନୀରବ, ନିଷ୍ପ୍ରଭ ପ୍ରବାହ

ନିଷିଦ୍ଧ ନଈର ସୁଅ...

ସେ ନଈ କୂଳରେ ନୀଶିଥ ପ୍ରହରେ

ମୁଁ ଏକ ବିଦଗ୍ଧ କୋହ... II

***0***

ସତ୍ୟନାରାୟଣ ସାହୁ (ନୀତୁ)

ଛତ୍ରଙ୍ଗ ବୌଦ୍ଧ

9439314422


Rate this content
Log in