STORYMIRROR

Prakash Kumar Chand

Others

2  

Prakash Kumar Chand

Others

ତୁମେ କାହିଁଁ ନ ଆସିବ

ତୁମେ କାହିଁଁ ନ ଆସିବ

1 min
14K


ତୁମେ କାହିଁ ନ ଆସିବ


ତୁମେ ନ ଆସିଲେ ଏଇ ଜୀବନକୁ

ଆଉ କିଏ ଆସିଯିବ

ତୁମେ ନ ବସିଲେ ଏଇ ହୃଦୟରେ

ଆଉ କିଏ ବସିଯିବ। ।।


ହୃଦୟ ଦୁଆର ତାଲା ପଡ଼ଅଛି

ପଡ଼ିନି କାହାର ଛାଇ

ଦେହ ତ ଦୂରର ଆଜି ଯାଏ କେହି

ପାରିନି ମୋ ଛାଇ ଛୁଇଁ

ଏକା ଏକା ଆଜି ବାଟ ଚାଲୁଅଛି

ଛାଇକୁ କରି ମୋ ସାଙ୍ଗ ।।

ତୁମେ ନ ଆସିଲେ......


ତୁମେ ନାହଁ ବୋଲି ଫିକା ଫିକା ଲାଗେ

ଫଗୁଣର ସାତ ରଙ୍ଗ

ତୁମେ ନାହଁ ଵୋଲି ଵରଫ ଦେହରେ

ନିଆଁ ତ ଲଗାଏ ମେଘ

ଆଉ କିଏ ସାଥୀ ଆସିବା ପୂର୍ବୁରୁ

ତୁମେ କାହିଁ ନ ଆସିବ ।।

ତୁମେ ନ ଆସିଲେ.......


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୫୪୯୩୮.୭୦୦୮୯୨୫୯୫୪


Rate this content
Log in