Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Kumar Chand

Others

2  

Prakash Kumar Chand

Others

ମୁଁ ତତେ ପାଏ ଭଲ

ମୁଁ ତତେ ପାଏ ଭଲ

1 min
785




ଆଜି କାଲି ନୁହେଁ ଅନେକ ଦିନରୁ

ମୁଁ ତତେ ପାଉଛି ଭଲ

ଯେମିତିକା କଇଁ ଜହ୍ନଟିକୁ ପାଏ

ଭଅଁରକୁ ପୁଣି ଫୁଲ ।


ଭୂଲିପାରିଛିକି ନଈକୁ ସାଗର

ରାତିକୁ ଅନ୍ଧାର କେବେ

ଛାଡିପାରିଛିକି ସୂରୁଯକୁ ଖରା

ଯାହା ହୋଇଯାଉ ଯେବେ

ପାହାଡ ଯୋଉଠି ଝରଣା ସେଇଠି

ପ୍ରେମ ଯେ ଅମୂଲ ମୂଲ ।


ଆକାଶରୁ ମାଟି ଅନେକ ଦୂରତା

ବରଷା ମିଶାଇ ଦିଏ

ନାଆକୁ ନାଉରୀ ନାଉରୀକି ନାଆ

ଦୁହିଁଙ୍କ ପାଇଁ ତ ଦୁହେଁ

କେବେ ରହିଛି କି ଦୀପାଳିକୁ ଛାଡ଼ି

ସଳିତା ଓ ନିଆଁ ଝୁଲ ।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

ମୋ .୯୮୫୩୩୫୪୯୩୮


Rate this content
Log in