ତମେ ଚାଲି ଯାଇଛ ବହୁ ଦୂର
ତମେ ଚାଲି ଯାଇଛ ବହୁ ଦୂର
1 min
938
ତମେ ଚାଲି ଯାଇଛ ବୋଲି
ଦୁଃଖ ଲାଗୁଛି ଏତିକି
ଆଉ କେହି କହନ୍ତି
ମୁ ଝିଅକୁ ଲାଇନ୍ ମାରିଲେ
ପ୍ରତିବାଦ କରିବାକୁ
ମୁଁ ଡ୍ରିଙ୍କ କଲେ
ଅଟକାଇବାକୁ
ମୋ ଫୋନ୍ ୱେଟିଙ୍ଗ୍ ଥିଲେ
ମୋ ସହ ଝଗଡ଼ା କରିବାକୁ
ଯେତେ ଟେଷ୍ଟ କରିଜି ତମକୁ
ମନପକେଇବିନି
ମୋ ସାଙ୍ଗମାନେ ତମ କଥା
ବାର ବାର ପଚାରୁଛନ୍ତି,
ସତକୁହ ବଳରାମ ତୁମ GF କିଏ
ମୁଁ ଆଉ ସହ୍ଯ କରିପାରୁନି ସାଥୀ
କୋଉଠି ନା କୋଉଠି ରହିଯାଇଛ
ଅଦୃଶ୍ୟ ଆତ୍ମାଟିଏ ପରି
ପବନରେ ନା ମୋ ଚାରିପାଖରେ
MISS U YAR
ବହୁତ କଷ୍ଟ ଲାଗୁଛି,,,,,,,
ବଳରାମ ତରାଇ
ଖୋର୍ଦ୍ଧା
9937014646
