STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ତମ କଥା ମନେ ପଡେ

ତମ କଥା ମନେ ପଡେ

1 min
224


ତମ କଥା ମନେ ପଡେ


ମନ ଏକ ଅମାନିଆ ନଇଁ

ମାନେ ନାହିଁ ତାର ସାଗାରେ ମିଶିବା ପାଇଁ

ହେଲେ ସେ ଜାଣିଛି କେତେ ଯେ ପାହାଡ଼ ପର୍ବତ ତାର

ପଥ ଅବରୋଧ କରିବେ

କିନ୍ତୁ ତଥାବି ଛାଡ଼ିନି ସେ ଆବେଗ ସାଗରକୁ ପାଇବା ପାଇଁ

ଝୁରୁଛି ମରୁଛି ତାରି ପାଇଁ !


ବଳରାମ ତରାଇ, ଖୋର୍ଦ୍ଧା

୯୯୩୭୦୧୪୬୪୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍