ସତେ କି
ସତେ କି

1 min

6.7K
ସତେ କି
ମୃତ୍ୟୁ ପରେ ଜନ୍ମ ପୁଣି
ବେଦ ପୁରାଣ ଗୀତା
ସଭିଏଁଁ ଏଇ କଥା ବଖାଣି ।।
ସତେ କି
ବିଶ୍ୱାସରେ ଭରା ଏ ସଂସାର
ତେବେ ପୁଣି କାହିଁକି
ବିଶ୍ଵାସୀକୁ ହିଁ ମିଳେ ଜହର ।।
ସତେ କି
ପ୍ରଭୁ ତୁମେ କରୁଣାନିଧାନ
ତେବେ ଦୁଃଖ କାହିଁକି ଦିଅ
ଯିଏ କରେ ତୁମ ଗୁଣ କୀର୍ତ୍ତନ ।।