STORYMIRROR

Sunanda Mohanty

Others

3  

Sunanda Mohanty

Others

ସତ ନା ମିଛ

ସତ ନା ମିଛ

1 min
4

ଜୀବନରେ କେବେ ନା କେବେ ଥରେ 

ପରିପୂର୍ଣ୍ଣତା ଆସିବ ସଅଳ ଅବା ଡେରିରେ 

ଜଡ଼ସଡ଼ ପାଲଟି ଗଲି ଦେଖା ହେଲା ପରେ 

କାକଟସ ଫୁଟିଗଲା ମୋ ଦେହ ମନରେ 

କଣ୍ଟାର ଆଘାତ ସହିଲେ କୁଆଡେ 

ଶୁଣିଥିଲି ଗୋଲାପ ପାଇ ହୁଏ 

ହେଲେ ସେ ଗୋଲାପ ମୋର ନୁହେଁ 

ସାର ହେଲା ଆକତା ମାକତା ହୁଏ 

ପକ୍ଷୀଟିଏ କେବେ ଫେରିପଡ଼ି 

ପୁରୁଣା ବାଟକୁ ଖୋଜି 

ଆସିବାର ଏଯାଏଁ ଦେଖି ନାହିଁ କିଏ 

ବିଲକୁଲ ଭୁଲିଗଲି ଅନୂଢ଼ା ମୁଁ ଜମା ନୁହେଁ.



Rate this content
Log in