Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyaranjan Mohapatra

Others

3  

Priyaranjan Mohapatra

Others

ସମ୍ପର୍କଠୁଁ ବହୁ ଦୂରେ

ସମ୍ପର୍କଠୁଁ ବହୁ ଦୂରେ

1 min
161


କାନ କେବେ ଶୁଣିନାହିଁ  

ଆଶ୍ୱାସନା ବାଣୀରୁ ପଦଟିଏ।

ପାଟି କେବେ କହି ନାହିଁ 

କୋମଳ ଭାଷାଟିଏ।

ଆଖି କେବେ ଦେଖିନାହିଁ 

ସୁନେଲି ସ୍ୱପ୍ନର ଖିଅଟିଏ।

ଚର୍ମ କେବେ ଛୁଇଁ ନାହିଁ  

ପୁଲକିତ ସ୍ପର୍ଶଟିଏ।

କି ଲାଭ ପାଇବି ନିଜକୁ ସଜାଇ 

ହୋଇ ମହାକାଳ ଫଳଟିଏ।



Rate this content
Log in