Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyaranjan Mohapatra

Others

3  

Priyaranjan Mohapatra

Others

ମା ଓ ମମତା

ମା ଓ ମମତା

1 min
154



ଯୌବନ ରୁ ବାର୍ଦ୍ଧକ୍ୟ

ପାହୁଣ୍ଡ ପରେ ପାହୁଣ୍ଡ ପକାଇ

ଏକ ଲମ୍ବା ରାସ୍ତା ଅତିକ୍ରମ କଲା ପରେ ବି

ଆଦୌ ଥକି ପଡୁନ ଥିବଦେବୀ ଟିର ନାଆଁ ମା,

ବଡିଭୋରୁ ରାତି ଅଧ ଯାଏ, ସବୁଅଳି ଅର୍ଦ୍ଦଳି କୁ,

ନିଜ ପଣତ କାନିରେ ଗଣ୍ଠେଇ

ବିନା ଆପତ୍ତି ରେ କାମ କରି ଚାଲି ଥିବା  

ଦେବୀ ଟି ର ନାଆଁ ମା।


Rate this content
Log in